STORYMIRROR
ବେତ...
ବେତ ପ୍ରହାର କି...
ବେତ ପ୍ରହାର...
“
ବେତ ପ୍ରହାର କି ନୂଆଇଁ ପାରିଲା
ସଂଗ୍ରାମୀ ସାହସୀ ଶୀର
ଦେହେ କରି କଣ ତୁଚ୍ଛ ଗୁଳି ସବୁ
ଆଣିକି ପାରିଲା ଡର।
ବ୍ରିଟିଶ ହାତରୁ ଛଡେଇ ଆଣିଲେ ଆମେ ଆମ ସ୍ବାଧୀନତା
ସଂକଳ୍ପ ସୋହାର୍ଦ୍ଧ ସ୍ୱାଭିମାନ ବଳେ
ହୋଇଲୁ ଜଗତ ଜିତା।
ପପୁ ପରିଡା
”
281
More oriya quote from Papu parida
Download StoryMirror App