STORYMIRROR

ବେଳେବେଳେ...

ବେଳେବେଳେ ଦାରିଦ୍ର୍ଯ ମଣିଷକୁ ଏମିତି ଏକ ସ୍ଥାନରେ ପହଞ୍ଚାଇ ଦିଏ ଯେ, ବିଶ୍ୱାସ ଓ ମାନ ସମ୍ମାନକୁ ପାଥେୟ କରି ବାଟ ଚାଲୁଥିବା ମଣିଷଟା ହଠାତ୍ ଅବାଟର ସାମୁଦ୍ରିକ ସ୍ରୋତର ଭଉଁରୀ ମଧ୍ଯରେ ବୁଡ଼ି ଛଟପଟ ହୋଇଥାଏ।

By narendra sahu
 141


More oriya quote from narendra sahu
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Tragedy