STORYMIRROR

ବାର୍ଦ୍ଧକ୍ୟ ...

ବାର୍ଦ୍ଧକ୍ୟ ଯୌବନ ଜୁଆରେ କାଇଁ ମଜ୍ଜି ଅଛୁ ଗୁରୁ ଲଘୁ ଭୁଲିଯାଇ ବେଳହୁଁ ଗୋବିନ୍ଦ ଶରଣ ପଶିଯା ବାର୍ଦ୍ଧକ୍ୟ ଆସୁଛି ଧାଇଁ। ଜିତେନ୍ଦ୍ର ଗିରି ବାଲେଶ୍ଵର।

By Jitendra Giri
 169


More oriya quote from Jitendra Giri
17 Likes   0 Comments