STORYMIRROR

ବାପା, ନିଜର...

“ ବାପା, ନିଜର ସୁଖ ସୁବିଧା କୁ ଦେଇ ବଳି, ପୂରଣ କରନ୍ତି ସନ୍ତାନ ର ସବୁ ଅଳି। ହୁଅନ୍ତି ସାହାରା ଜୀବନର ପ୍ରତିପାଦେ, ରକ୍ଷାକବଚ ସାଜନ୍ତି ପ୍ରତ୍ୟେକ ବିପଦେ। ”

By Rajshree Satapathy
 238


More oriya quote from Rajshree Satapathy
30 Likes   0 Comments