STORYMIRROR
ବାପା ମା ଭାଈ...
ବାପା ମା ଭାଈ...
ବାପା ମା ଭାଈ...
“
ବାପା ମା ଭାଈ ଭଉଣୀ
ସଂମ୍ପର୍କ ରକ୍ତର|
ଜୀବନସାଥୀ ଟେ ଲୋଡେ
ସଂମ୍ପର୍କ ସିନ୍ଦୁର|
ନିଜ ପାଇଁ ନିଜେ ଖୋଜି
କଲି ଆବିଷ୍କାର|
ଭାରି ନିରୋଳା ନିସ୍ବାର୍ଥ
ସମ୍ପର୍କ ବନ୍ଧୁର|
©ସୂର୍ୟ୍ଯକାନ୍ତ
”
5
More oriya quote from Suryakanta Kanungo
Download StoryMirror App