STORYMIRROR

ବାନ୍ଧି ଦେବ...

“ ବାନ୍ଧି ଦେବ ଯଦି ବନ୍ଧ ମୋ ଆଗରେ ତାକୁ ଭାଙ୍ଗି ଆଗକୁ ମୁଁ ବହିବି ପଥରେ ଯଦି ମୋ ପାହାଡ଼ ଆସିବ ମୁଁ କି ଆଉ ରହିବି ଲଦି ଦେବ ଯଦି ଅପମାନ ବୋଝ ମୁଁ କି ଆଉ ସହିବି ଦୁନିଆ କହିବ ପରିଚୟ ମୋର ମୁଁ କି ଆଉ କହିବି। papu parida ”

By Papu parida
 346


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments