STORYMIRROR

ବାହାଘର ହୋଇ...

ବାହାଘର ହୋଇ ଗଲେ ସମାପ୍ତି, ବେଦୀ-ମୁହଁ ପୋଡ଼ା ବୋଲି ବୋଲନ୍ତି, ଯେ ଯାହା ଘରକୁ ଯାଆନ୍ତି ଫେରି, ବରକନ୍ୟା ଧରି ପ୍ରେମର ତରୀ, ପାରି ହୁଅନ୍ତି ସଂସାର ସାଗର, ପ୍ରକୃତ ପରୀକ୍ଷା ସେ ଜୀବନର, ଅବୁଝାମଣାର ଝଡ଼ ଆସିଲେ, ବୁଡିଯାଏ ତରୀ ସାଗର କୋଳେ।

By Kulamani Sarangi
 275


More oriya quote from Kulamani Sarangi
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments