STORYMIRROR
ଅତୀତ ଶିଖାଏ,...
ଅତୀତ ଶିଖାଏ,...
ଅତୀତ ଶିଖାଏ,...
“
ଅତୀତ ଶିଖାଏ, ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚି ରହିବାକୁ ସ୍ବପ୍ନ ଦେଖାଏ.. ବୟସ ବଢୁଛି, ବନ୍ଧୁ କମୁଛି, ଚାପ ବଢୁଛି, ସୁଖ କମୁଛି.. ବୋଧହୁଏ ଏଇଟା ହିଁ ଜୀବନ
”
302
More oriya quote from Ayushman gouda
Download StoryMirror App