STORYMIRROR

ଅତିବିଳମ୍ବରେ...

ଅତିବିଳମ୍ବରେ ଆଖିଖୋଲିଦିଅ ଜୀବନର ସତ୍ୟ କଣ ବୁଝିବା ଲୋକ ବୁଝିଯାଏ ସିନା ଅବୁଝା ବୁଝେନି ଜାଣ ବୁଝିଲା ବେଳକୁ ସବୁ ସରିଯାଏ ଅଦଭୂତ ତୁମ ଭିଆଣ କାଳିଆରେ କି ଗାଇବି ତୋର ଗୁଣ !! *ସୁକାନ୍ତି ହୋତା*

By Sukanti Hotta
 150


More oriya quote from Sukanti Hotta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments