STORYMIRROR

ଅନ୍ୟର...

“ ଅନ୍ୟର ଚାଲିଚଳଣି ଓ ବ୍ୟବହାରରେ ଅତିଷ୍ଠ ହେବା ଆଦୌ ଉଚିତ ନୁହେଁ। ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ଆମେ ମାନେ ସୁବିଧା ସୁଯୋଗ ପଛରେ ଧାଇଁ ଧାଇଁ ନୟାନ୍ତ ହୋଇପଡୁ। ତଥାପି ମଣିଷର ମନ ସବୁବେଳେ ଅନ୍ୟର ଭଲମନ୍ଦ ରେ ଲାଖି ରହିଥାଏ। ଅନ୍ୟର ଭଲ ଓ ସଫଳତାରେ ଟିକିଏ ଇର୍ଷାପରାୟଣ ହୁଏ।ଅନ୍ୟର ଭଲଗୁଣ ରେ ପ୍ରଶଂସା ବଦଳରେ ଇର୍ଷା କରିବାରେ ଲାଗେ। ଏହା ସମାଜ ପାଇଁ ଉଦ୍ଦିଷ୍ଟ ନୁହେଁ। ସମର ବଲ୍ଲଭ ଭୋଇ ”

By Samar Ballav Bhoi
 25


More oriya quote from Samar Ballav Bhoi
1 Likes   0 Comments
1 Likes   0 Comments
1 Likes   0 Comments
14 Likes   0 Comments
29 Likes   0 Comments