STORYMIRROR

ଅନେକ ଆଘାତ...

ଅନେକ ଆଘାତ ଦେଲା ଏ ଦୁନିଆ ଆହତ ହେଲି କିନ୍ତୁ ସହିଗଲି ଚାହୁଁଥିଲା ସେ ଯେ କରିବି ଚିତ୍କାର ମୁଁ ଚୁପ ରହି ବହୁତ କିଛି କହିଗଲି। ପପୁ ପରିଡା

By Papu parida
 303


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments