STORYMIRROR
ଅବୁଝା...
ଅବୁଝା ସମ୍ପର୍କ:-...
ଅବୁଝା...
“
ଅବୁଝା ସମ୍ପର୍କ:-
ତୁମେ ନଦୀ ସ୍ରୋତସ୍ଵିନୀ , ମୁଁ ସୁପ୍ତ ବେଳାଭୂମି
ତୁମେ ଝରଣା ର ତାନ, ମୁଁ ନିସ୍ତବ୍ଦ ରଜନୀ
ତୁମେ ନଭେ ଇନ୍ଦ୍ରଧନୁ , ମୁଁ ବିବର୍ଣ୍ଣ ଫଗୁଣ
ତୁମେ ଚନ୍ଦ୍ରମା ର ଜୋସ୍ନା, ମୁଁ ଗ୍ରୀଷ୍ମ ର ନିଦାଘ
ତୁମେ ଅଲିଭା ସଳିତା, ମୁଁ ଦୀପ୍ତ ହୀନଶିଖା ।।
”
301
More oriya quote from abinash acharya
Download StoryMirror App