STORYMIRROR

ଅବୋଧ...

ଅବୋଧ ପିଲାଟିଏ ଯାହା ଜାଣିଥାଏ ତାହା ସବୁ ପ୍ରକାଶ କରିଦେଇ ସାରି ଶାନ୍ତିରେ ଚୁପ୍ ହୋଇଯାଏ । ପେଟ ଭିତରେ ଗୁଡାଏ ମଳିଆ ରଖି କିନ୍ତୁ ବଡ଼ମାନେ ଘାଣ୍ଟିଚକଟି ହୁଅନ୍ତି ।

By Bharatabandhu Biswal
 27


More oriya quote from Bharatabandhu Biswal
10 Likes   0 Comments
21 Likes   0 Comments
6 Likes   0 Comments
9 Likes   0 Comments
2 Likes   0 Comments