STORYMIRROR
ଆୟୁଷ...
ଆୟୁଷ ଖାତା ରୁ ଆଉ...
ଆୟୁଷ ଖାତା...
“
ଆୟୁଷ ଖାତା ରୁ ଆଉ ଏକ ପୃଷ୍ଠା ଚିରିଦେଲ ଭଗବାନ
ବାକି ପୃଷ୍ଠା ତକ ଯେତିକି ରହିଲା
ତହିଁ ଭରିଦିଅ ଦିବ୍ୟଜ୍ଞାନ
ପ୍ରତି ଟି ପୃଷ୍ଠା ରେ ଜୀବନ ସଙ୍ଗୀତ
ଲେଖିବାକୁ ଭାରି ଇଚ୍ଛା
ପ୍ରଭୂ ହେ ଏତିକି ମାଗୁଣି କରୁଛି
ପୁରାଅ ମୋ ମନୋବାଞ୍ଛା ା
**ଆହ୍ଲାଦିନୀ **
”
278
More oriya quote from Alhadini Panigrahi dash
Download StoryMirror App