STORYMIRROR
ଆତ୍ମା...
ଆତ୍ମା କୁ ପଚାରିଲି...
ଆତ୍ମା କୁ...
“
ଆତ୍ମା କୁ ପଚାରିଲି ଏ କି ସୁଖ
ଯେଉଁଠି ଏକ ସମ୍ପର୍କ
ନା ଭାଙ୍ଗିହୁଏ
ନା ଯୋଡି କରି ରହି ହୁଏ
ଜୀବନ ଯାକ ଖାଲି ସନ୍ତପ୍ତ ହେଇ
ଜୀବନ ଟା ପୁରା ସରିଯାଏ ll
ଆଉ ଇଛା ଥାଉ କି ନଥାଉ
ଜୀବନ ଗୀତି ଗାଇବାକୁ ପଡେ ll
”
206
More oriya quote from DR SAMIR RANJAN BEHERA
Download StoryMirror App