STORYMIRROR
ଆତ୍ମ...
ଆତ୍ମ...
ଆତ୍ମ...
“
ଆତ୍ମ ବିଶ୍ୱାସ
ପ୍ୟାକେଟ ରେ ପଇସା ନ ଥାଉ ଆତ୍ମ ସମ୍ବାନ ଥିବା ଜରୁରୀ
ମୁଣ୍ଡ ରେ ବୁଦ୍ଧି ନ ଥାଉ ବିବେକ ଥିବା ଜରୁରୀ
ଜ୍ଞାନୀ ହୋଇ ନ ଥାଅ
ଦାନି ହେବା ଜରୁରୀ
ବଡ଼ ଲୋକ ହୋଇ ନ ଥାଅ
ହୃଦୟ ବଡ଼ ହେବା ଜରୁରୀ
କେବଳ ମଣିଷ ହେଲେ ହେବନି
ସୁନ୍ଦର ମାନସିକତା ରହିବା ଜରୁରୀ ।।
”
171
More oriya quote from Akankshyamayee Dash
Download StoryMirror App