STORYMIRROR

ଆସିଥିଲ...

ଆସିଥିଲ ପ୍ରିୟା ତୁମେ ଚାଲିଗଲ ପୁଣି ତୁମ ବାଟ ଚାହିଁ ବସି ରହିଥିବି ଦିନ ଗଣି ଗଣି । ଆଙ୍କିଦେଲ ମୋ ମନରେ କିଛି ଅଭୁଲା ସୃତି ମୋ ହୃଦୟ ମନରେ ତ ତୁମର ରାଜୁତି । ଦେଇଗଲ ମୋତେ ତୁମେ କିଛି କ୍ଷଣର ଖୁସି ତୁମକୁ ନ ପାଇ ମୋ ମନ ଯାଇଥିଲା ରୁଷି । କେମିତି ବୁଝେଇବି ମୋ ମନକୁ ମୁଁ ଆଜି ସମୟ ତ ଛିଡା ହେଲା ପ୍ରେମରେ ବାଧକ ସାଜି । ଅପେକ୍ଷା କରିଥିବି ତୁମ ଫେରିବା ବାଟକୁ ଉପେକ୍ଷା କରିବ ନାହିଁ ତୁମ ଏ ସାଥୀକୁ ।

By Shyamasundar Sahoo
 31


More oriya quote from Shyamasundar Sahoo
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments