STORYMIRROR
ଆମେ...
ଆମେ ପିଲା ବେଳେ...
ଆମେ ପିଲା...
“
ଆମେ ପିଲା ବେଳେ ପଢୁଥିଲେ ବା ଶୁଣୁଥିଲେ ଯେ ସ୍ନେହ ଓ ପ୍ରେମ ଦ୍ବାରା ହିଁ ସମ୍ପର୍କ ଗଢି ଉଠିଥାଏ । କିନ୍ତୁ ବୟସ ବଢିବା ସହ ଜଣାପଡିଗଲା ଯେ ସମ୍ପର୍କ କେବଳ ହିଁ କେବଳ "ସ୍ୱାର୍ଥ'' ଦ୍ବାରା ଗଢି ଉଠିଥାଏ । ଏବଂ ସ୍ଵାର୍ଥ ସରିଗଲେ ସମ୍ପର୍କ ବି ଆପେ ଆପେ ଭାଙ୍ଗିଯାଏ ।
✍️ବାଦଲ ମହାରଣା
”
355
More oriya quote from Badal Maharana
Download StoryMirror App