STORYMIRROR

ଆମ ଝିଅ ପାଠ...

ଆମ ଝିଅ ପାଠ ପଢ଼ିବ ଆଜି ଯିଏ ଝିଅ କାଲି ସିଏ ବୋହୂ କାଲି ହେବ ସେ ପିଲାର ମାଆ ମାଆ ପଢ଼ିଥିଲେ ପିଲା ସେ ଗଢ଼ିବ ପିଲା ରଖିବ ଦେଶର ନାଆଁ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ, ଧର୍ମଶାଳା, ଯାଜପୁର

By Kshitish Jena
 103


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments