STORYMIRROR
ଆଖି...
ଆଖି ଯେବେ କହିବସେ
...
ଆଖି ଯେବେ...
“
ଆଖି ଯେବେ କହିବସେ
ହୃଦୟ ର କଥା
ଓଠ ମନେ ଜାଗି ଉଠେ
ଭୟ ଆଉ ବ୍ୟଥା ା
ଧରା ପଡିଯିବ କାଳେ
ସତେ ତାର ମିଥ୍ୟା
ତେଣୁ ସେ ଆବୋରି ନିଏ
ମୌନ ନିରବତା ା
**ଆହ୍ଲାଦିନୀ ପାଣିଗ୍ରାହୀ ଦାଶ 'ସଇନ୍ତଲା ବଲାଙ୍ଗୀର **
”
18
More oriya quote from Alhadini Panigrahi dash
Download StoryMirror App