STORYMIRROR
ଆଜି ରାସ୍ତାରେ...
ଆଜି ରାସ୍ତାରେ...
ଆଜି...
“
ଆଜି ରାସ୍ତାରେ ଦେଖିଲି ଜଣେ ପଥିକ ତଳକୁ ଚାହିଁ ଦୁଇପାଦ ଚାଲୁଛନ୍ତି ପୁଣି ଫେରୁଛନ୍ତି, ହଠାତ ବୁଝିହେଲାନି , ପାଖକୁ ଯାଇ ଦେଖେତ ସେ ଏତେ ନିଶାରେ ଅଛନ୍ତି ଯେ ଏକ ଓ ଦୁଇ ଗଣୁଛନ୍ତି ମାତ୍ର ପାଦ ଏକ ଗଣୁଛନ୍ତି। ତାଙ୍କର ଦୁଇପାଦ ହେଉନାହିଁ କି ସେ ଆଗଉ ନାହାଁନ୍ତି।
”
205
More oriya quote from Suchismita Satpathy
Download StoryMirror App