STORYMIRROR
ଆଜି...
ଆଜି ନହେଲେ କାଲି...
ଆଜି ନହେଲେ...
“
ଆଜି ନହେଲେ କାଲି ଆସିବ ତ ସେ ସୁନିଶ୍ଚିତ
କାହିଁକି ହେବା ଆମେ ଭୟଭୀତ
ହସି ଖେଳି ବିତାଇବା ଦିନ
ଖାଇ ପିଇ ଖୁସିମନେ ମାନିବା ସବୁ କୋଭିଡ ନିୟମ
ଦେବା ବଡ଼ ମାନଙ୍କୁ ସମ୍ମାନ ସାନ ମାନଙ୍କୁ ସ୍ନେହ
ସାହସିକତା ସହ କରିବା ସାମ୍ନା
ଜଗନ୍ନାଥ ତୁମେ ସାହା ଭରଷା
ସଂସାର କୁ କର ତୁମେ ରକ୍ଷା 🙏
ଜୟଶ୍ରୀ ✍️
”
183
More oriya quote from Jayashree Behera
Download StoryMirror App