Jayashree Behera
Literary Captain
34
Posts
0
Followers
1
Following

I'm Jayashree and I love to read StoryMirror contents.

Share with friends
Earned badges
See all

ମିଛ ମାୟା ସଂସାର ଏଠିକେହି ନୁହଁନ୍ତି ନିଜର ସ୍ଵାର୍ଥପର ଦୁନିଆରେ କିଏ ବା ଏଠିକାହାର

ଜୀବନର ମାନେ ଦୁଃଖ ଦୁଃଖ ଆଉ ଦୁଃଖ ଯିଏ ଖୁସି ଚାହେଁ ସେ ପାଏ ଦୁଃଖ ଯିଏ ଦୁଃଖ କୁ ସହି ସୁଖ କୁ ଅପେକ୍ଷା କରିବସେ ସେ କେବଳ ଦୁଃଖ ପାଏ

ଜୀବନ ଦୁଇ ଦିନର ଆଖିରେ ସ୍ବପ୍ନ ଅନେକ ମନରେ ଆଶା ବି ଅନେକ

ମା ମିଠା ତାର କଥା ମିଠା ତା ପରଶ ମିଠା ଲାଗେ ତାର ଗାଳି ଝୁଣ୍ଟି ପଡୁଥିଲେ କୋଳେଇ ନିଏ ସେ ରାଗ ଅଭିମାନ ଛାଡି ଜୟଶ୍ରୀ ✍️

ବୃଦ୍ଧ ପିତା ମାତାଙ୍କର ହେବା ସାହାରା ଫୁଟାଇବା ମୁଖେ ହସ ନିଜ ଇଚ୍ଛା ମୁତାବକ ହେବେ ଚଳପ୍ରଚଳ କରିବା ନାହିଁ ପ୍ରତିବାଦ ଜୟଶ୍ରୀ ✍️

ଆଜି ନହେଲେ କାଲି ଆସିବ ତ ସେ ସୁନିଶ୍ଚିତ କାହିଁକି ହେବା ଆମେ ଭୟଭୀତ ହସି ଖେଳି ବିତାଇବା ଦିନ ଖାଇ ପିଇ ଖୁସିମନେ ମାନିବା ସବୁ କୋଭିଡ ନିୟମ ଦେବା ବଡ଼ ମାନଙ୍କୁ ସମ୍ମାନ ସାନ ମାନଙ୍କୁ ସ୍ନେହ ସାହସିକତା ସହ କରିବା ସାମ୍ନା ଜଗନ୍ନାଥ ତୁମେ ସାହା ଭରଷା ସଂସାର କୁ କର ତୁମେ ରକ୍ଷା 🙏 ଜୟଶ୍ରୀ ✍️

ବୋଉ ର ମମତା ବୋଉର ସ୍ନେହ ଭୁଲିକି ପାରିବି ମୁହିଁ ତା ଚରଣ ଧୂଳି ବୋଳିବି ମଥାରେ ବଞ୍ଚିଥିବି ଯେତେଦିନ ଯାଏଁ ଜୟଶ୍ରୀ ✍️

ଗୋଟିଏ ବୃକ୍ଷ ଲଗାଇ କରିବା ସୁରକ୍ଷା ଭବିଷ୍ୟତ ପିଢ଼ିକୁ ସୁସ୍ଥ ରଖିବା ପାଇଁ କରିବା ଆଶା ଜୟଶ୍ରୀ ✍️

ପ୍ରକୃତି ମାର ରକ୍ଷା ଆମ ସଭିଙ୍କ ସୁରକ୍ଷା ଜୟଶ୍ରୀ ✍️


Feed

Library

Write

Notification
Profile