I'm Jayashree and I love to read StoryMirror contents.
Share with friends
ଜୀବନର ମାନେ ଦୁଃଖ ଦୁଃଖ ଆଉ ଦୁଃଖ ଯିଏ ଖୁସି ଚାହେଁ ସେ ପାଏ ଦୁଃଖ ଯିଏ ଦୁଃଖ କୁ ସହି ସୁଖ କୁ ଅପେକ୍ଷା କରିବସେ ସେ କେବଳ ଦୁଃଖ ପାଏ
ମା ମିଠା ତାର କଥା ମିଠା ତା ପରଶ ମିଠା ଲାଗେ ତାର ଗାଳି ଝୁଣ୍ଟି ପଡୁଥିଲେ କୋଳେଇ ନିଏ ସେ ରାଗ ଅଭିମାନ ଛାଡି ଜୟଶ୍ରୀ ✍️
ବୃଦ୍ଧ ପିତା ମାତାଙ୍କର ହେବା ସାହାରା ଫୁଟାଇବା ମୁଖେ ହସ ନିଜ ଇଚ୍ଛା ମୁତାବକ ହେବେ ଚଳପ୍ରଚଳ କରିବା ନାହିଁ ପ୍ରତିବାଦ ଜୟଶ୍ରୀ ✍️
ଆଜି ନହେଲେ କାଲି ଆସିବ ତ ସେ ସୁନିଶ୍ଚିତ କାହିଁକି ହେବା ଆମେ ଭୟଭୀତ ହସି ଖେଳି ବିତାଇବା ଦିନ ଖାଇ ପିଇ ଖୁସିମନେ ମାନିବା ସବୁ କୋଭିଡ ନିୟମ ଦେବା ବଡ଼ ମାନଙ୍କୁ ସମ୍ମାନ ସାନ ମାନଙ୍କୁ ସ୍ନେହ ସାହସିକତା ସହ କରିବା ସାମ୍ନା ଜଗନ୍ନାଥ ତୁମେ ସାହା ଭରଷା ସଂସାର କୁ କର ତୁମେ ରକ୍ଷା 🙏 ଜୟଶ୍ରୀ ✍️