STORYMIRROR

ଆଜି ଆମ...

ଆଜି ଆମ କୁନା ଜନ୍ମ ଦିନ ଟିକି ମଥାରେ ତା ଦେବା ଚନ୍ଦନ ଶୁଭ ଦୀପ ଜାଳି ଈଶ୍ବରଙ୍କ ପାଶେ ଶୁଭ ମନାସିବା ଯଶ ରହୁ ତାର ବିଶ୍ୱେ ।

By Manaswinee Mishra
 67


More oriya quote from Manaswinee Mishra
1 Likes   0 Comments