STORYMIRROR

ଆଈ ଜନନୀକୁ...

ଆଈ ଜନନୀକୁ ମୋର ଯିଏ ଦୁନିଆକୁ ଆଣିଥାଏ ଦଶ ମାସ ଦଶ ଦିନ ଗରଭେ ବୋହି ଦେଇ ତା'ବକ୍ଷରୁ କ୍ଷୀର ଗଢ଼ିଛି ପିଲାଙ୍କୁ ତା'ର ଜୀବନେ କେତେ ଯେ ଦୁଃଖ ଯନ୍ତ୍ରଣା ସହି ମା' ପରି ଯେ ମମତାମୟୀ ନୁହଁଇ ସେ ଆଉ କେହି ଅଟେ ମୋ ଆଈ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

By Kshitish Jena
 485


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments