ଫଗୁଣର ଫଗୁ ଆସି ସାଜିଯାଏ ବିଲ ପୀରତିରେ ଫେରିଆସେ ପୁଣି ସ୍ଵପ୍ନ ପଲପଲ । ଫଗୁଣର ଫଗୁ ଆସି ସାଜିଯାଏ ବିଲ ପୀରତିରେ ଫେରିଆସେ ପୁଣି ସ୍ଵପ୍ନ ପଲପଲ ।
ସ୍ଵପ୍ନଟିଏ ଥିଲ ତୁମେ ସ୍ଵପ୍ନଟିଏ ଥିଲ ଚୁପିଚୁପି ନିଦେ ଆସି ମନ ଚୋରି କଲ । ସ୍ଵପ୍ନଟିଏ ଥିଲ ତୁମେ ସ୍ଵପ୍ନଟିଏ ଥିଲ ଚୁପିଚୁପି ନିଦେ ଆସି ମନ ଚୋରି କଲ ।