STORYMIRROR

Tina Acharya

Others

2  

Tina Acharya

Others

ତୁମେ

ତୁମେ

1 min
13.2K


ତୁମ ସହ ପ୍ରଥମ ଦେଖାରେ

ଶତ ସିଂହର ଶିହରଣ

ଖେଳିଗଲା ମୋ ଭିତରେ

ତୁମର ପ୍ରଥମ ସ୍ପର୍ଶରେ

ଶତ ସର୍ପର ଦଂଶନ

ପାଇଲି ମୁଁ ମୋ ଭିତରେ

ଏବଂ ତାପରେ

ଦୁରେଇ ଗଲ ତୁମେ

ନାଚି ଉଠିଥିବା ପ୍ରତ୍ୟେକ ସ୍ପଂଦନ ଗୁଡିକ

ଏବେ କ୍ଷୀଣ ମୋ ହୃଦୟରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tina Acharya

ତୁମେ

ତୁମେ

1 min ପଢ଼ନ୍ତୁ