STORYMIRROR

Ajit Kumar Mallik

Others

3  

Ajit Kumar Mallik

Others

ତୁମେ କି କବିର ହେବ (Tume ki kabira heba )

ତୁମେ କି କବିର ହେବ (Tume ki kabira heba )

1 min
14.1K


( ତୁମେ କି କବିର ହେବ )

 

ପ୍ରେମ ନଗରରୁ ଅର୍ଥ ନଗରକୁ

ପ୍ରଗତି ତୁମର ଥିବ

କାବ୍ୟ ର ଅଞ୍ଜଳି ସ୍ରୋତସ୍ୱିନୀ ହୋଇ

ନିତି ମନେ ପଡୁ ଥିବ

ତୁମେ କି କବିର ହେବ

କବିତା ବନିତା ଲଳିତା ଲତାରେ

ଆହୁରି ଚମକୁ ଥିବ

ତୁମେ କି କବିର ହେବ

ତୁମେ କି କବିର ହେବ ||

                                 ଅଜିତ କୁମାର ମଲ୍ଲିକ୍


विषय का मूल्यांकन करें
लॉग इन