STORYMIRROR

Upendra Kumbhar

Others

3  

Upendra Kumbhar

Others

ତୁ ଆସିବୁ ବୋଲି...

ତୁ ଆସିବୁ ବୋଲି...

1 min
498

ଅନ୍ଧକୁ ଦେଖାଇଲି ପ୍ରେମ ମାନଚିତ୍ର ସେତ କହିଲା ନାଇଁ ନାଇଁ,

ବଧିରକୁ କହିଲି ହୃଦୟ ବେଦନା ସେତ କହିଲା ନାଇଁ ନଇଁ.....।


ଆଉ କାହାକୁ କହିବି ହୃଦୟ ବେଦନା,

ବାରବୁଲା ହେଇ ତତେ କହୁଛିରେ ପ୍ରିୟା....।


ଫଗୁଣ ରଙ୍ଗରେ ରଙ୍ଗେଇ ହେଇଛି ବସନ୍ତ ଋତୁର ପାଗ.,

କେବେ ଆସି ଢାଳି ଦେବୁ ମୋ ଜୀବନେ ଖୁସିର ଚିର ବସନ୍ତ..,

କବାଟ ଫିଟେଇ ଚାହିଁ ମୁଁ ବସିଛି ଅନାଇ ତୋରି ବାଟ......।


ସତ୍ୟ, ସତ୍ୟ, ସତ୍ୟ ତ୍ରିବାର ସତ୍ୟ 

ଅସତ୍ୟ କହୁନି ମୁହିଁ,

ପ୍ରେମ ରୁକ୍ଷୀଟିକୁ ଅନାଇ ଅନାଇ

ମରିମୁ ବଞ୍ଚିଛି ଖାଲି.......।


ରେ ପ୍ରିୟା ତୁ ଆସିବୁ ବୋଲି....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍