ଥୁଣ୍ଟା ଗଛର ଦୁଖ
ଥୁଣ୍ଟା ଗଛର ଦୁଖ
1 min
324
ସେ ଥୁଣ୍ଟା ଗଛ ଟିଏ
ତାର ଦୁଖଃ କାହାକୁ କହି ପାରେନା
କାନ୍ଦି ପାରେନା ହସିିିବି ପାରେନା
ନିରଵ ଦରଷଟା ଟିିି ସାଜି
ଖାଲି ଚାାହିଁ ଥାଏ
ତା ମନରେ ଅଶେଷ ସପନରଛାଇ
କେଵେ ବସନ୍ତ ଆସିବ
ନୂଆ ପତ୍ର ଭରିଯିଵ
ତା ଅଂଗର ଶାଖା ଓ ପଶାଖା
ସେ ପୁଣି ହସି ହସାଈଵ
ଏମିତି ଦିନ ଥିଲା ସଭିଙ୍କୁ
ସେ ଦେଉଥିଲା ଛାଇ
ସନ୍ଧ୍ୟା ଆଉ ସକାଳେ
ପଖିମାନେ କରୁଥିଲେ ମେଳି
ସେମାନଙ୍କ କାକେଳି ଧୁନିରେ
ତନୁ ମନ ଉଠୁଥିଲା ପୁୁରି
ଵାଟ ଚଲା ଵାଟୋଇ ମାନଙ୍କୁ
ଦେଉଥିଲା ଛାଇ
ଫୁଲ ଫଳେ ଭରାଥିିିଲା ତା ଜୀଵନ
ଆଜି ସେ ନିଶୱ ଅଥଵା
ତା ସପନ ଖାଲି ଅଧୁରା
ସେ ଆଜି ଶୁଖା ଥୁଣଟା ଗଛଟିଏ
ତାପାଈ ବସନ୍ତ ବି ଆସେନାହି
ତାର ପରିିଚୟ ଖାାଲି
ଥୁଣଟା ଗଛଟିଏ
