STORYMIRROR

Baidhara Majhi

Others

2  

Baidhara Majhi

Others

ତଡକା

ତଡକା

1 min
155



ପାଞ୍ଚ ବରଷରେ ଲଗାମ ଧରିଛୁ

ଛାଡିଲେ ମରିବୁ ପୁଅ

ଭାବିଚିନ୍ତି ଟିକେ ଭୋଅଟ ଦବୁରେ

ନେତାଟି କାହାର ନୁହଁ ।

ଉପଯୁକ୍ତ ନେତା ପରଖି ନେଇ ତୁ

କରିବୁରେ ମତଦାନ

ଟଙ୍କା ଲୋଭେ ପଡ଼ି ବଦଳିଲେ ପୁଅ

ଗାଳରେ ଲାଗିବ ଚୂନ ।

ବ୍ୟଙ୍ଗକବି ଶ୍ରିବାଇଧର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Baidhara Majhi

ତଡକା

ତଡକା

1 min ପଢ଼ନ୍ତୁ