Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Ray

Others

2  

Anita Ray

Others

ସଂପର୍କ

ସଂପର୍କ

1 min
6.8K


ସଂପର୍କ ଗୋଟିଏ ଆତ୍ମାର ମିଳନ

ନାଆ ତାର ଆରାଧନା

ଦିବ୍ୟ ଉପହାର ତମେ ମୋ ପାଇଁ

ଆଉ ସବୁ ଆନମନା ।

ହସିଲେ ଟିକିଏ ଖୁସି ଦେବ ମୋତେ

କାନ୍ଦିଲେ ଦି 'ଧାର ଲୁହ

ଅମୀମାଂସିତ ଏ ପ୍ରଶ୍ନ ଗୋଟେ ମୋର

ଉତ୍ତର କି'ତାର କୁହ ।

ଅଲିଭା ରହିଛି ଅହରହ ଶିଖା

‌ଉଦ୍‌ଗିରଣ ଅଗ୍ନି ପରି

ପ୍ରତିଟି ରାତିରେ ସେ ଭାବନା ଆସେ

ଅନ୍ଧାର ଗଲେଟି ସରି ।

ସୁପ୍ତ ସ୍ମୃତି ଶେଯ ସରଳ ସପନ

ମଉଳି ଯିବନି କେବେ

ସେ କମ୍ପନ ହେବ ଅଜଣା ଉଷ୍ଣତା

ଥିବ ପାଦ ଚିହ୍ନ ଯେବେ ।


Rate this content
Log in