STORYMIRROR

sarita Mohapatra

Others

3  

sarita Mohapatra

Others

ସନ୍ଧ୍ୟା କାଳ

ସନ୍ଧ୍ୟା କାଳ

1 min
226

ଅସ୍ତଚଲେ ଅସ୍ତ ହୋଇ ଦିବାକର

ବିଲିନ ହେଲେ ଆକାଶେ ,

ହେଲା ସେତେବେଳେ ଗୋଧୂଳିର ବେଳ

ଆସି ଉପନୀତ ସନ୍ଧ୍ୟା କାଳ । (0)


ଦିବା ରାତ୍ରି ମିଶି ହୁଏ ଏକାକାର

ବହଇ ଧିର ସମୀର,

ହେଲା ସେତେବେଳେ ଆରତୀ ର ବେଳ

ଆସି ଉପନୀତ ସନ୍ଧ୍ୟା କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍