STORYMIRROR

Geetarani Bisoyi

Others

3  

Geetarani Bisoyi

Others

ସମୟ ସ୍ରୋତରେ ଭାବୁଛି ମୁହିଁ

ସମୟ ସ୍ରୋତରେ ଭାବୁଛି ମୁହିଁ

1 min
750


ସମୟ ଯାଉଛି ଚାଲିଚାଲି

ଜୀବନଟା ଲାଗେ ଖାଲିଖାଲି

କେତେକେତେ ଆସେ ବନ୍ଧୁତା

ତ ଆଉ କେତେବେଳେ ଏକା

ମନେ ପଡେ ତୁମ କଥା

ଘୁରି ବୁଲି ଦେଖେ ପଛକଥା

ସମୟଟା କେତେବେଳେ ଗଲା ଚାଲି

ଜାଣି ପରିଲିନି ତୁମେ ଥିଲ ସାଥିରେ ବୋଲି

ଏକ ପରିବାର ଭଳି ଥିଲେ ଆମେ

ଗୋଠ ଖଣ୍ଡିଆ ପରି ଲାଗେ ମର୍ମେ

କିଏ ଜାଣିଥିଲା ସମୟ ଆସିବ ବେଗରେ

ଛଡାଇ ନେବ ଆମ ବନ୍ଧୁତା ଭେଦରେ

ହେବ କି ନ ହେବ ଆଉଥରେ ଦେଖା

ଭାସିଚାଲୁଛି ଏ ସମୟ ରେଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍