STORYMIRROR

Shreelochan Puhan

Others

2  

Shreelochan Puhan

Others

ସ୍ମୃତି

ସ୍ମୃତି

1 min
13.6K


ସ୍ମୃତି

ତୁ ଏମିତି ଏକ ଛବି

ହୃଦୟେ ରହି,

ଘର କରଇ,

ଯାଉନା କେବେ ଧୋଇ।।

ସ୍ମୃତି

ତୁ ଏମିତି ଏକ ଛବି।

ଖୁସି କରାଉ,

ଦୁଃଖ ବି ଦଉ,

ଚାହିଁଲେ ତୋତେ,

ଫିଙ୍ଗିବା ପାଇଁ,

ତଥାପି ରହି ଥାଉ ।।

ସ୍ମୃତି

ତୁ ଏମିତି ଏକ ଛବି।

ଭୁଲିବା ତୋତେ,

ସହଜ ନୁହେଁ,

ଚେଷ୍ଟା ବି ସବୁ ବିଫଳ ହୁଏ।।

ସ୍ମୃତି

ତୁ ଏମିତି ଏକ ଛବି ।।

ତୁ ଏମିତି ଏକ ଛବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shreelochan Puhan