STORYMIRROR

Ananya Pattnaik

Others

3  

Ananya Pattnaik

Others

ସିଏ

ସିଏ

1 min
88

ସିଏ ସେଇ ଅବୁଝା ରାତିର ଦୀପ

ଯାହା ଚାରି ପାଖେ ଆଲୋକ ଛାୟା,

ଯାହା ତଳେ ଅନ୍ଧାର।


ସିଏ ସେଇ ଅଭୁଲା ନିଶାର ପାରିଜାତ

ଯାହାର ଖୁସି ଜହ୍ନ,

ଯାହାର ଦୁଖ ସୂର୍ଯ୍ୟ କିରଣ।


ସିଏ ସେଇ ମୌସୁମୀର ଗୋଟାଏ ଟୋପା,

ଯାହା ଖସି ଆସେ ଆକାଶରୁ ,

ଯାହା ମିଶି ଯାଏ ଭୂଇଁରେ ଆନନ୍ଦରେ ଲିପ୍ତ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ananya Pattnaik

ସିଏ

ସିଏ

1 min ପଢ଼ନ୍ତୁ