STORYMIRROR

DINABANDHU BEJ

Others

2  

DINABANDHU BEJ

Others

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
330

ମୃତ୍ୟୁ ଶଯ୍ୟାରେ ଅବା

ପାଶି ଖୁଣ୍ଟରେ,

ଅବା ହାତରୁ ରାଜଗାଦି

ଖସି ଯାଉଥିବା ଜାଣି

ପ୍ରକାଶିତ ହୁଏ ଶେଷଇଚ୍ଛା

ନେତାଙ୍କ ମୁଖରେ,

ସଭିଁଙ୍କ ଈଚ୍ଛା ଗୋଟିଏ ପ୍ରକାର,

ସାମାନ୍ୟ ଭିନ୍ତ୍ରୁତ୍ରୁଟି କିପରି କରିଛି ଅସଫଳ,

ଚାହିଁ ଥିବା ମନର

ଶେଷ ଇଚ୍ଛା...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from DINABANDHU BEJ