STORYMIRROR

Prafulla Chandra Padhi

Others

2  

Prafulla Chandra Padhi

Others

ଶଦ୍ଦ ପାଇଁ ମରଣ

ଶଦ୍ଦ ପାଇଁ ମରଣ

1 min
2.7K


ମରିବାକୁ ହୁଏ କେବେକେବେ

ଶଦ୍ଦ ନ ମିଳିଲେ

ଚହଲା ଢେଉ ପରି ଦିଶିଯାଏ

ଚିତ୍ର :କବିତାର

ଚିତ୍ର: ପ୍ରେମିକାର

ଢେଉ ଡେଉକା ଡଂଗର ପରି

ପାଖ ଗାଁର ॥


ପ୍ରଫୁଲ୍ଲ ପାଢୀ ,କୋଲନରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍