STORYMIRROR

Dinesh Jena

Others

2  

Dinesh Jena

Others

ଶବ୍ଦର କୋଣାର୍କ

ଶବ୍ଦର କୋଣାର୍କ

1 min
763


ଚାଲ... କବିତା ଲେଖା ସେତିକି ଥାଉ

ଆଉ କେତେଦିନ

ଏମିତି ଖାଲି କବିତା ଲେଖୁଥିବା

ଚାଲ..

ଆମେ ନିଜେ ଗୋଟେ ଗୋଟେ

ଶବ୍ଦ ହେଇଯିବ।

ଆଉ

ଧରାଦେବା ସେଇ କଅଁଳ, ନିରୀହ ହାତ ପାପୁଲିରେ

ଯିଏ ଖାଲି ସ୍ବପ୍ନ ବୁଣୁଛି

ଗଢିବା ପାଇଁ ଏକ ଶବ୍ଦର କୋଣାର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍