STORYMIRROR

Manoj Mohanty

Others

0  

Manoj Mohanty

Others

"ରାମ୍ ଈଜ୍ ଏ ଗୁଡ଼୍ ବୋଏ"

"ରାମ୍ ଈଜ୍ ଏ ଗୁଡ଼୍ ବୋଏ"

1 min
232


ଆମେ ସମସ୍ତେ ସାଧାରଣ ଲୋକ

ଯେମିତି ଜଙ୍ଗଲର ସାଧାରଣ ଜନ୍ତୁ ଜୁନ୍ତା

ଯେମିତି ମସାଣି ସାଧାରଣ ଗଛ ଲତା

ସଭ୍ୟତାର ଦରକାର ହିସାଵ ରେ

ଆମେ ଯୁଗ ଯୁଗରୁ ଅଲଗା ଅଲଗା ଜାଗାରେ

ପୁର୍ନବାସୀତ ହେଇଥାଉ

ନା ଆମ ବିବେକ ଆଜି ଆମର

ନା ଆମ ନିର୍ଣୟ କ୍ଷମତା ଆଜି ଆମର

ଆମକୁ ରୁଟି ମିଳିଲେ, ଆମେ ଖାଉ

ଆମକୁ ସଦ୍ଦ ମିଳିଲେ, ଆମେ ଗାଉ

ପତକା ମିଳିଛି, ତେଣୁ ଉଡ଼ଉ

୧୫ ପରେ ସବୁ ଭୁଲି ଯାଉ

ନହେଲେ "ରାମ୍ ଈଜ୍ ଏ ଗୁଡ଼୍ ବୋଏ" ଭଳି ଚୁପଚାପ ବସିଥାଉ,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍