STORYMIRROR

BIBHUDENDU BISWAL

Others

2  

BIBHUDENDU BISWAL

Others

ପରତେ

ପରତେ

1 min
2.3K


ପରତେ ପ୍ରେରଣା ପ୍ରକୃତିର ପ୍ରତ୍ୟକ୍ଷ ମାୟା

ପ୍ରଖର ପ୍ରତିଭାର ପ୍ରତୀକ, ପ୍ରତୀକାତ୍ମକ ତା ଛାୟା !

ଅଙ୍କା ବଙ୍କା ଅଡ଼ୁଆରେ ଆଢୁଆଳେ ଆଶା ସବୁ

ବସା ବାନ୍ଧେ ଆପଣା ଛୁଆଁରେ ...

ଲିଭି ପୁଣି ଜଳୁଥାଏ, ଜାଳୁଥାଏ

ଅଜଣା ଲୋଭରେ କି କ୍ଷୋଭରେ..!

ଭାଗ୍ୟର ଭାଗଟା ହାତ ଠାରି ଡାକେ,

ପୁଣି ଲେଉଟାଇ ନିଏ ; ଆଉ

କୋଉ ଠିକଣାକୁ..

ଅଶାର ଆକାଶ ସେପାରେ ତୋଳିପାରେ

ଗଢ଼ିପାରେ ଭାଗ୍ୟର ଭଙ୍ଗା ଖେଳନାକୁ ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from BIBHUDENDU BISWAL

ପରତେ

ପରତେ

1 min ପଢ଼ନ୍ତୁ