STORYMIRROR

Jyoti Ranjan Rout

Others

3  

Jyoti Ranjan Rout

Others

ପ୍ରେମ

ପ୍ରେମ

1 min
210

ପ୍ରେମ ଏକ ରୋଗ ନା ମିଠା ଅନୁଭବ

ଯେ ପ୍ରେମ କରିନି ସେ କେମିତି ବୁଝିବ ।।


କେଜାଣି କେମିତି କେଉଁଠୁ ବା ଆସେ

ଧୀରେ ଧୀରେ ଆସି ହୃଦୟ ରେ ବସେ ।।


ସେହି ହୃଦୟରେ ବନାଏ ସେ ଘର

ସେହି ଘର କାଳେ ଅଟେ ତା ପ୍ରିୟାର ।।


ହାରି ଯାଉଥିବା ମଣିଷକୁ ପୁଣି

ପ୍ରେମ ଜିତିବାର ଇଚ୍ଛା ଦିଏ ଆଣି ।।


ମୃତ୍ୟୁର ହାତରୁ ଜୀବନ ଚୋରାଏ

ପ୍ରେମ ବଞ୍ଚିବାର କାରଣ ଯେ ହୁଏ ।।


ସେ ପ୍ରେମ ପଥ ର ମୁଁ ଯେ ପଥଚାରୀ

ଜିତିବି ହୃଦୟ ଯିବିନି ମୁଁ ହାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jyoti Ranjan Rout

ପ୍ରେମ

ପ୍ରେମ

1 min ପଢ଼ନ୍ତୁ