STORYMIRROR

PRASANTA KANHAR

Others

3  

PRASANTA KANHAR

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
218


ପିଲାଦିିିନୁ ଶୁଣି ଅଛୁ ଆମ୍ଭେ 

ଆଈ ବୁଡ଼ି ମାଆ କାହାଣୀ 

କେତେ ରାଜା ମହାରାଜା ପ୍ରାୟଶ୍ଚିତ ପାଇଁ

ଛାଡି ଯାଇଛନ୍ତି ରାଜଗାାଦି। 

ଆଉ କେତେ ଅଭିଶପ୍ତ ପାଇଁ

ଭୋଗିଛନ୍ତି ଅନେକେ କ୍ଷୟ କ୍ଷତି ।।

ପ୍ରୟୋଚିତ ଶବ୍ଦ ଶୁଣିଲା ମାତ୍ରେ 

ମନେ ଆସିଯାଏ ଧର୍ମ ଅଧର୍ମ କଥା ।

କାରଣ ଖୋଜିଲେ ପାଇବାନି ଆମେ

ଏହା ରହିଅଛି ବହୁଦିନୁ ହୋଇ ମୁଣ୍ଡ ବ୍ୟଥା ।।

ଖାଲି ପୁରାଣେ ଶୁଣିଚେ ପାପୀ କରେ ପ୍ରାୟଶ୍ଚିତ,

ମାନେ ନ ବୁଝି ଖୁସ ହୋଇ ରହି ଯାଉ ହୋଇ ଅଚିନ୍ତ।।

ପାପୀ ଯେ ଖାଲି କରିବ,

ନିଷ୍ପାପ ନାଇଁ; 

ହୋଇଛି କେଉଁଠି ଵା ସୁନିଶ୍ଚିତ!।।

ଅଧୁନା ପ୍ରଗତିିିଶୀଳ ଯୁଗେ 

ସର୍ଜନା ମାର୍ଜନା ନ କଲେ

 ହେଉ ନାଇଁ କିିିଛି ଉନ୍ନତ ।।

ଅନୁତାପ ଅନୁତପ୍ତ  ଜୀବନେ ଆସିବ,

ହେବା ଯେବେ ଆମେ ପରାଜିତ।।

ସତରେ ଜୀବନେ ଜରୁରୀ ପ୍ରାୟଶ୍ଚିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍