STORYMIRROR

Debi Prasad Mohapatra

Others

2  

Debi Prasad Mohapatra

Others

ଫେରାର-1

ଫେରାର-1

1 min
13.8K


ବାର ବାର ମୁଁ ଫେରାର ହୁଏ

ମୋ ଅବଶିଷ୍ଟ ଆୟୁଷଙ୍କ ସହ।

କେବେ ଈଶ୍ଵର ସନ୍ଧାନରେ,

ଆଉ କେବେ ମଣିଷର ସନ୍ଧାନରେ

ହେଲେ ବାର ବାର ସଂଜ ନଇଁଯାଏ

ଅନ୍ଧାର ଭୟରେ

ନିରୁପାୟ ନିରୁତର ରହେ

ପୁଣି ଏକ ଆଲୁଅର ଅପେକ୍ଷାରେ

ନିଦେଇ ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Debi Prasad Mohapatra

ଫେରାର-1

ଫେରାର-1

1 min ପଢ଼ନ୍ତୁ