STORYMIRROR

Subhashree Mohapatra

Others

2  

Subhashree Mohapatra

Others

ପବନ

ପବନ

1 min
57

ଝୁମି ଝୁମି ଆସେ ପବନ,

ନାଚି ନାଚି ଗାଏ ଏ ମନ ।


ତୋ ଆଖିରେ ମୁଁ,

ମୋ ଆଖିରେ ତୁ,

ଦିନ ରାତି ଝୁମେ ଏ ମନ ।


ଝୁମି ଝୁମି ଆସେ ପବନ,

ନାଚି ନାଚି ଗାଏ ଏ ମନ ।


Rate this content
Log in

More oriya poem from Subhashree Mohapatra