STORYMIRROR

Sipra Majhi

Children Stories Comedy Drama

3  

Sipra Majhi

Children Stories Comedy Drama

ପାର୍ବଣ

ପାର୍ବଣ

1 min
211

କେଡେ ନିରିମଳ ଦିଶଇ ଆକାଶ

 ଧରା ଦିଶେ ମନୋହର

 ଉତ୍ତରା ପବନ ବହିଲାନି ଧୀରେ

କାଶ ତଣ୍ଡି ସମ୍ଭାର।

ପାର୍ବଣ ଋତୁ ଆସୁଛି ପାଖେଇ

ମିଳଇ ଶୁଭ ସୂଚନା

ଦେବୀ ଦୁର୍ଗା ଏବେ ପ୍ରକାଶ ଲଭିବେ

 କେତେ ପୂଜା ଅର୍ଚ୍ଚନା

ଜଗତ ଜନନୀ ବିଶ୍ଵ ବିନୋଦିନୀ 

 ମାଆ ଆମ ଦଶ ଭୁଜା

 ଦୁର୍ଗତି ନାଶିବେ ଧର୍ମ ସଂସ୍ତପିବେ

 ପରବାନ ଶ୍ରସ୍ତ ପୂଜା

 ମା ନାମରେ ହେ ମଣିଷ ଭାଇ 

 ବଳି ଭୋଗ କରି ତ୍ୟାଗ 

ଟିକିଏ ମମତା ଟିକିଏ ଶ୍ରଦ୍ଧାରେ

ରଖ ସଦା ଅନୁରାଗ 

ମାର ପୂଜାରେ ମାକନା ନାମରେ 

ଦଙ୍ଗରୁ ହୁଅ ନିବୃତ୍ତି 

ଭାଇ ବନ୍ଧୁ ପ୍ରତି ମମତା ଡୋରରେ

ସମାଜକୁ କର ପ୍ରିତ

ହସିବେ ଜନନୀ ହସିବ ସମାଜ

 ଦୂରୁ ଭୂତ ହେବ ଭେଦ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sipra Majhi