STORYMIRROR

Ananga Manjari

Others

3  

Ananga Manjari

Others

ନାରୀ

ନାରୀ

1 min
401


ନର ନାରୀ ର ସୃଷ୍ଟି।

ପୁଣି ନାରୀ ଦିବସ।

ଲାଗେ ବଡ଼ ହାସ୍ୟ।

ସୃଷ୍ଟି ର ଦୁଇ ଧାରା ।

ଏକ ବିନା ଏକ ଅଧୁରା।

ଏକ ହାତ ବଢାଇଲେ

ଏକ ଆଗେ ଚାଲେ ପଥ।

ପୁଣି ପଥ ଭ୍ରଷ୍ଟ ନାରୀ ଖୋଜେ।

ସ୍ୱାଧୀନ ଧରତି ରେ।

ତାର ପ୍ରାଧାନ୍ୟ।

ସତ୍ୟ-ଦ୍ରାପର ଯୁଗର କାହାଣୀ ନା କର ଉଜାଗର।

ନିଜକୁ କର ଉଜାଗର

ଏ ସମସ୍ତ ସୃଷି ହିଁ ତମର।

ଜି ଅ ତୁମେ ନିଦ୍ୱନ୍ଦ ରେ।

ଦନ୍ଦମୟ ସମାଜକୁ କର ନିଦ୍ୱନ୍ଦ।

ଭୁଲି ଯାଆ ସେ ପୁରୁଷ ପ୍ରାଧାନ୍ୟ ର।

ନିୟମରେ ବନ୍ଧା ପ୍ରଧାନ୍ୟାତାକୁ।

ଭଲ ପାଅ କର ସମ୍ମାନ ।

ଯିଏ କରେ ତମକୁ ସମ୍ମାନ।



Rate this content
Log in

More oriya poem from Ananga Manjari