STORYMIRROR

baikuntha behera

Others

3  

baikuntha behera

Others

ମୁଁ କେତେ ସ୍ୱାଧୀନ

ମୁଁ କେତେ ସ୍ୱାଧୀନ

1 min
812


ନିଜେ ଜଳି ଗଲାପରେ

ମରି ଯାଇ ଆଉ କାହାକୁ

ଜାଳିବାର ଇଛା

ନିଜେ ମରି ଗଲାପରେ

କ'ଣ କେବେ ଆଉ କାହାକୁ

ମାରି ହୁଏ

ତେବେ କୁହ

ମୁଁ କେମିତି ନିଜକୁ

ସ୍ୱାଧୀନ କହିବି

ମୁଁ ନିଜକୁ ସ୍ୱାଧୀନ ଘୋଷଣା

କରିବା ପଛରେ ବି

ଅନେକ କିଛି ପରାଧୀନତା

ବେଢ଼ି ରହିଛି ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍