Monalisa Jena Monalisa
Others
ମୋତେ ତୁମେ ସାଇତିକି ରଖିପାର
ଅବା ଭାଙ୍ଗି ଦେଇ ପାର
ମୋର ଆଉ କ'ଣ ଆପ୍ପତ୍ତି
ନା,ଲୋଡା ନାହିଁ ତୁମକୁ ମୋ ଅନୁମତି
କାରଣ ମୁଁ ତ ତୁମ ପାଇଁ
କାରିଗର ହାତୁଡି ପିଟା ଓ ନିହାଣ ଖୋଦିତ ମୁର୍ତ୍ତି ଟିଏ
ମୁଁ ଝିଅ ଟିଏ ।
ଏ ଦିନ ଚାଲିଯିବ
ମୁଁ ଝିଅ ଟିଏ
ମାଆ
କରୋନା ଓ କରୋନା